ଦୂରତେ Dūrate
- ଦେ. (ପ୍ରାଚୀନ) ଅ.—(ସଂ. ଦୂରତଃ) — ଦୂରରୁ — From a distance; from a long way
- ଦେ. (ପ୍ରାଚୀନ) ଅ.—(ସଂ. ଦୂରତଃ) — ଚନ୍ଦ୍ର କୁମୁଦେ ଦୁରତେ ମଦେ ପତର ମଦେ ମୋତେ; ଦେଇ ହରଷ କରିବା ରସ ନାହିଁ ବରଷ ଅନ୍ତେ। ଭଞ୍ଜ ପ୍ରେମସୂଧାନିଧି।
- ଦେ. (ପ୍ରାଚୀନ) ଅ.—(ସଂ. ଦୂରତଃ) — ଦୂରରେ — At a distance