ଦୂର ପର୍ବତ Dūra parbata

  • ଦେ. ବି — ଦୂରରେ ଅବସ୍ଥିତ ପର୍ବତ — A distant mountain
  • ଦେ. ବି — ଦୂରକୁ ଦେଖାଯିବା ପର୍ବତ — A mountain seen from a distant place
  • ଦେ. ବି — ଦୂର ପର୍ବତ ସୁନ୍ଦର; ଦୂର ବନ୍ଧୁ ସୁନ୍ଦର। ପ୍ରବଚନ।