ଦୂର କରିବା Dūra kahibā

  • ଦେ. କ୍ରି. — ବର୍ଜନ କରିବା; ତ୍ୟାଗ କରିବା — To give up; to relinquish
  • ଦେ. କ୍ରି. — ତଡ଼ି ଦେବା — To drive away
  • ଦେ. କ୍ରି. — ସ୍ଥାନାନ୍ତର କରିବା — To remove
  • ଦେ. କ୍ରି. — ପୃଥକ୍ କରିବା — To separate
  • ଦେ. କ୍ରି. — ଲୋପ କରିବା — To cause to disappear
  • ଦେ. କ୍ରି. — (ଯଥା—ମନରୁ ଚିନ୍ତା ଦୂର କରିବା; କଷ୍ଟ ବା ଦୁଃଖ ଦୂର କରିବା ଇତ୍ୟାଦି।)