ଦୁହ୍ୟୁ Duhyu

  • ସଂ. ବି. (ନାମ) — ଶର୍ମିଷ୍ଠାଙ୍କ ଗର୍ଭଜାତ ଯଯାତିଙ୍କ ଏକ ପୁତ୍ର — Name of one of the sons of king J̄aj̄āti and his wife Ṡarmishṭhā
  • ସଂ. ବି. (ନାମ) — [ଦ୍ର-ଯଯାତି ଦିଗ୍ବିଜୟ କରିବା ପରେ ପୁତ୍ରମାନଙ୍କ ମଧ୍ୟରେ ପୃଥିବୀକୁ ବାଣ୍ଟି ଦେଲେ। ପଶ୍ଚିମଦିଗର ଦେଶମାନ ଦୁହ୍ୟୁକୁ ଦେଲେ। ଯଯାତି ଆପଣାର ବାର୍ଦ୍ଧକ୍ୟକୁ ପୁତ୍ରମାନଙ୍କ ଯୌବନ ସଙ୍ଗେ ବଦଳ କରିବାକୁ କହିବାରୁ ଏ ମନା କଲେ। ଯଯାତି କ୍ରୁଦ୍ଧ ହୋଇ ଏହାଙ୍କୁ ଶାପ ଦେଲେ 'ତୋର କୌଣସି ପ୍ରିୟ ଅଭିଳାଷ ପୂର୍ଣ୍ଣ ହେବ ନାହିଁ (ହି. ଶବ୍ଦସାଗର)।]