ଦୁହିଁ ହେବା Duhiñ hebā

  • ଦେ. କ୍ରି — ଟାଣି ଓଟାରି ହେବା — To strain; to be strained
  • ଦେ. କ୍ରି — ତୁମ୍ଭର କଥାକୁ ମୋ ପେଟ ଦୁହିଁ ହୋଇ ହସ ବାହାରୁଛି ନ ପାରେ ଘୋଡ଼ା ବାହି। କୃଷ୍ଣସିଂହ. ମହାଭାରତ. କର୍ଣ୍ଣ।
  • ଦେ. କ୍ରି — ଦୋହନ ଯୋଗ୍ୟ ହେବା — To be capable of being milked or squeezed