ଦୁହାଁଳୀ Duhāñḻī

  • ଦେ. ବିଣ. ସ୍ତ୍ରୀ — ଦୁହାଳ (ଦେଖ) — Duhāñḻa (See)
  • ଦେ. ବିଣ. ସ୍ତ୍ରୀ — ଦୁହାଳୀ ଗାଈ ଯେ ବାଛୁରୀ ତୁଲେ ଦାନ ଯେ ଦେବ ତାର ପୁଣ୍ଯ ଅଟେ ଅକଥନ। କୃଷ୍ଣସିଂହ. ମହାଭାରତ. ବନ।
  • ଦେ. ବିଣ. ସ୍ତ୍ରୀ — (ସଂ. ଦା ଧାତୁ= ଛେଦନ କରିବା) ଧାନ କଟାଳି — (person) Reaping paddy