ଦୁସ୍ତର Dustara

  • ସଂ. ବିଣ. (ଦୁର୍+ତୃ ଧାତୁ+କର୍ମ. ଅ) — ମନୁଷ୍ୟ ଯାହାକୁ ସହଜରେ ପାରି ହୋଇ ନ ପାରେ; ଦୁରତିକ୍ରମ — Hard to get over; uncrossable; insurmountable; almost impassable
  • ସଂ. ବିଣ. (ଦୁର୍+ତୃ ଧାତୁ+କର୍ମ. ଅ) — ଅତି କଷ୍ଟକର — Very difficult
  • ଦେ. ବିଣ — ଅତି କଷ୍ଟସାଧ୍ୟ — Impracticable; difficult of accomplishment
  • ଦେ. ବିଣ — ଭାରି ଦୁଷ୍ଟ; ଅତି ମନ୍ଦ — Very bad; very wicked
  • ଦେ. ବିଣ — (ଯଥା— ଏ ପିଲାଗୁଡ଼ାଏ ଅତି ଦୁସ୍ତର ହେଲେଣି।)
  • ଦେ. ବି. — ଅତି ସଂକଟାପନ୍ନ ଅବସ୍ଥା — Very critical condition
  • ଦେ. ବି. — ରାମାୟଣ ଶୁଣି ନରେ ଦୁସ୍ତରୁ ନିସ୍ତର। ସାରଳା. ମହାଭାରତ।