ଦୁଷ୍ମନ୍ତ Dushmanta

  • ସଂ. ବି.—(ଦୁଷ୍=ଦୋଷୀ+ମନ୍ ଧାତୁ=ବୋଧ କରିବା+ ତ; ଶକୁନ୍ତଳା ପରିତ୍ୟାଗ କରିଥିବାରୁ ଯେ ଆପଣାକୁ ଦୋଷୀ ବୋଧ କରିଥିଲେ) — ପୁରୁବଂଶୀୟ ଏତି ରାଜାଙ୍କ ପୁତ୍ର ଓ ଭରତ ରାଜାଙ୍କ ପିତା; ଶକୁନ୍ତଳାଙ୍କ ସ୍ୱାମୀ; କାଳିଦାସଙ୍କ ଅଭିଜ୍ଞାନଶକୁନ୍ତଳ ନାଟକର ନାୟକ — The father of king Bharata (the hero of Kāḻidāsa's drama Ṡakuntala