ଦୁଷ୍ପ୍ରାପ Dushprāpa

  • ସଂ. ବିଣ (ଦୁର୍+ପ୍ର+ଆପ୍ ଧାତୁ+କର୍ମ. ଅ) — ଯାହା ସହଜରେ ମିଳେ ନାହିଁ; ଦୁର୍ଲଭ — Difficult to obtain; rare; scarce