ଦୁଷ୍ପାର Dushpāra

  • ସଂ. ବିଣ. (ଦୁର୍+ପାର) — ମନୁଷ୍ୟ ଯାହାକୁ ସହଜରେ ପାର ହୋଇ ନ ପାରେ — That which can not be easily crossed over
  • ସଂ. ବିଣ. (ଦୁର୍+ପାର) — ଦୁଃସାଧ୍ୟ (ହି. ଶବ୍ଦସାଗର) — Attainable with difficulty