ଦୁଷ୍ପର୍ଶ Dushparṡa

  • ସଂ. ବିଣ. (ବହୁବ୍ରୀହି; ଦୁର୍+ସ୍ପର୍ଶ) — ଯାହାକୁ ଛୁଇଁବା କଷ୍ଟକର — Touchable with difficulty
  • ସଂ. ବିଣ. (ବହୁବ୍ରୀହି; ଦୁର୍+ସ୍ପର୍ଶ) — ଦୁଷ୍ପ୍ରାପ୍ୟ (ହି. ଶବ୍ଦସାଗର) — Not easily attainable