ଦୁଷ୍ଟା Dushṭā

  • ସଂ. ବିଣ. ସ୍ତ୍ରୀ (ଦୁଷ୍ଟ+ସ୍ତ୍ରୀ. ଆ) — ନଷ୍ଟା; ବ୍ୟଭିଚାରିଣୀ; କୁଳଟା; ଭ୍ରଷ୍ଟା — Dissolute; adulterous (woman); unchaste
  • ସଂ. ବିଣ. ସ୍ତ୍ରୀ (ଦୁଷ୍ଟ+ସ୍ତ୍ରୀ. ଆ) — ମନ୍ଦ ସ୍ୱଭାବଯୁକ୍ତା — Evil natured (woman)