ଦୁଷ୍ଟାଚାର Dushṭāchāra

  • ସଂ. ବି. (କର୍ମଧା; ଦୁଷ୍ଟ+ଆଚାର) — ମନ୍ଦ ଆଚରଣ — Bad conduct; bad character
  • ସଂ. ବିଣ (ବହୁବ୍ରୀହି) ମନ୍ଦ ଆଚରଣବିଶିଷ୍ଟ — Of evil conduct or character