ଦୁଷ୍ଟସାକ୍ଷୀ Dushṭa sākshī

  • ସଂ. ବି (ହିନ୍ଦୁସ୍ମୃତି) ଯେଉଁ ସାକ୍ଷୀ ମିଥ୍ୟାସାକ୍ଷ୍ୟ ଦିଏ ବା ବ୍ୟାଧିଗ୍ରସ୍ତ ବା ମହାପାତକୀ କିମ୍ବା ଯାହାର କୌଣସି ପକ୍ଷ ସଙ୍ଗେ ଅର୍ଥସମ୍ବନ୍ଧ, ମିତ୍ରତା ବା ଶତ୍ରୁତା ଅଛି — (Hindu law) A witness who speaks falsely or is suffering from a serious malady or is interested in a party or is inimical to a party
  • ସଂ. ବି (ହିନ୍ଦୁସ୍ମୃତି) [ଦ୍ର—ଏପରି ସାକ୍ଷୀଠାରୁ ପ୍ରମାଣ ଗ୍ରହଣ କରାଯିବା ହିନ୍ଦୁ ସ୍ମୃତି ଶାସ୍ତ୍ରରେ ନିଷିଦ୍ଧ।]