ଦୁଷ୍ଟବ୍ରଣ Dushṭa braṇa

  • ସଂ. ବି. (କର୍ମଧା ଦୁଷ୍ଟ+ବ୍ରଣ) — ଯେଉଁ ବ୍ରଣ ବା ଘାଆ ବିଶେଷ କଷ୍ଟ ଦିଏ ଏବଂ ଶୀଘ୍ର ଭଲ ହୁଏ ନାହିଁ — Malignant tumour, boil or sore
  • ସଂ. ବି. (କର୍ମଧା ଦୁଷ୍ଟ+ବ୍ରଣ) — [ଦ୍ର—ଏ କ୍ଷତରୁ ଦୁର୍ଗନ୍ଧ ବାହାରେ ଓ ଏହା ଦୁରାରୋଗ୍ୟ। ହିନ୍ଦୁ ଧର୍ମଶାସ୍ତ୍ରରେ ଏହା ପୂର୍ବଜନ୍ମ କୃତ ମହାପାତକର ଫଳ ବୋଲି ସ୍ୱୀକୃତ ହୋଇଅଛି। ବିନା ପ୍ରାୟଶ୍ଚିତ୍ତରେ ଏ ରୋଗୀ ଅସ୍ପୃଶ୍ୟ ଓ ଏହାର ଦାହକର୍ମ ଓ ମୃତକ ସଂସ୍କାର ନିଷିଦ୍ଧ। ହି. ଶବ୍ଦସାଗର।]