ଦୁଷ୍ଟଚେତା Dushṭachetā

  • ସଂ. ବିଣ. (ବହୁବ୍ରୀହି; ଦୁଷ୍ଟ+ଚେତସ୍; 1 ମା. 1 ବ) — ଦୁଷ୍ଟ ବା ମନ୍ଦ ଚିନ୍ତା କରିବା (ବ୍ଯକ୍ତି) — Of evil thought
  • ସଂ. ବିଣ. (ବହୁବ୍ରୀହି; ଦୁଷ୍ଟ+ଚେତସ୍; 1 ମା. 1 ବ) — ଅହିତାକାଂକ୍ଷୀ — Wishing evil to others
  • ସଂ. ବିଣ. (ବହୁବ୍ରୀହି; ଦୁଷ୍ଟ+ଚେତସ୍; 1 ମା. 1 ବ) — କପଟୀ — Hypocritical