ଦୁଷ୍ଟଚାରୀ Dushṭachārī

  • ସଂ. ବିଣ. ପୁଂ (ଦୁଷ୍ଟ+ଚର୍ ଧାତୁ+କର୍ତ୍ତୃ. ଇନ୍ 1 ମା. 1 ବ) — ଦୁଷ୍କର୍ମରେ ରତ — Addicted to evil acts
  • ସଂ. ବିଣ. ପୁଂ (ଦୁଷ୍ଟ+ଚର୍ ଧାତୁ+କର୍ତ୍ତୃ. ଇନ୍ 1 ମା. 1 ବ) — ପାପିଷ୍ଠ — Sinful
  • ସଂ. ବିଣ. ପୁଂ (ଦୁଷ୍ଟ+ଚର୍ ଧାତୁ+କର୍ତ୍ତୃ. ଇନ୍ 1 ମା. 1 ବ) — ଖଳ; ଦୁର୍ଜ୍ଜନ — Wicked