ଦୁଷ୍ଟ ପ୍ରକୃତି Dushta prakṛuti

  • ସଂ. ବି (କର୍ମଧା; ଦୁଷ୍ଟ+ପ୍ରକୃତି) — ମନ୍ଦପ୍ରକୃତି; ନୀଚବୁଦ୍ଧି — Wicked nature
  • ସଂ. ବିଣ (ବହୁବ୍ରୀହି) — କୁବୁଦ୍ଧିବିଶିଷ୍ଟ — Of wicked disposition