ଦୁଷ୍ଖଦିର Dushkhadira

  • ସଂ. ବି — ଏକପ୍ରକାର ହଳଦିଆ ବା ଫକ୍କା ଖଇର; ପାକଡ଼ ଖଇର — Brown catechu
  • ସଂ. ବି — [ଦ୍ର—ଏହାର ଗଛ କଳା ଖଇରର ଗଛ ଅପେକ୍ଷା ଛୋଟ; ଏହାର ଖଇର ପାଣ୍ଡୁର ବା ହଳଦିଆ ଓ ଖାଇବାକୁ କଡ଼ା ଓ କଷା ଲାଗେ।]