ଦୁଷ୍କୃତ Dushkṛuta
- ସଂ. ବି. (ଦୁର୍+କୃତ) — କୁକାର୍ଯ୍ୟ — Evil act; misdeed
- ସଂ. ବି. (ଦୁର୍+କୃତ) — ପାପ — Sin; guilt; crime
- ସଂ. ବି. (ଦୁର୍+କୃତ) — ଦୁର ଦୃଷ୍ଟ — Misfortune
- ସଂ. ବିଣ — ଅସଦୁପାୟରେ ଅନୁଷ୍ଠିତ — Brought about by foul means
- ସଂ. ବିଣ — ପାପିଷ୍ଠ — Sinning
- ସଂ. ବିଣ — ପାପଜନକ — Sinful
- ସଂ. ବିଣ — ପାପଯୁକ୍ତ — Addicted to sin