ଦୁଷ୍କାଳ Dushkāḻa

  • ସଂ. ବି. (କର୍ମଧା; ଦୁର୍+କାଳ) — ଅକାଳ; ଦୁଃସମୟ — Bad times
  • ସଂ. ବି. (କର୍ମଧା; ଦୁର୍+କାଳ) — ଯେଉଁ କାଳରେ ଯେଉଁ କର୍ମ ବିହିତ ଅଛି ତାହାର ବ୍ୟତିକ୍ରାନ୍ତ କାଳ — Unsuitable time
  • ସଂ. ବି. (କର୍ମଧା; ଦୁର୍+କାଳ) — ଶିବ — Ṡiba