ଦୁଷ୍କର Dushkara
- ସଂ. ବିଣ. (ଦୁର୍+କୃ ଧାତୁ+କର୍ମ. ଅ) — ଅତି କଷ୍ଟସାଧ୍ୟ — Performable with difficulty; hard to do
- ସଂ. ବିଣ. (ଦୁର୍+କୃ ଧାତୁ+କର୍ମ. ଅ) — ଅସାଧ୍ୟ; ଦୁଃସାଧ୍ୟ — Impracticable
- ସଂ. ବିଣ. (ଦୁର୍+କୃ ଧାତୁ+କର୍ମ. ଅ) — ଦୁରନ୍ତ — Fierce
- ସଂ. ବି — ଆକାଶ (ହି. ଶବ୍ଦସାଗର) — The sky