ଦୁଷ୍କର୍ମ Dushkarma
- ସଂ. ବି. (ଦୁର୍+କର୍ମନ; କର୍ମଧାରୟ) — ଅକାର୍ଯ୍ୟ; ମନ୍ଦ କାର୍ଯ୍ୟ — Evil act; bad act; misdeed
- ସଂ. ବି. (ଦୁର୍+କର୍ମନ; କର୍ମଧାରୟ) — ଅପରାଧ — Crime; offence
- ସଂ. ବି. (ଦୁର୍+କର୍ମନ; କର୍ମଧାରୟ) — ପାପ — Sin
- ସଂ. ବି. (ଦୁର୍+କର୍ମନ; କର୍ମଧାରୟ) — ଦୁର୍ଭାଗ୍ୟ — Ill luck; misfortune