ଦୁଶ୍ଚ୍ୟବନ Duṡchyabana
- ସଂ. ବି (ବହୁବ୍ରୀହି; ଦୁର୍+ଚ୍ୟବନ) — ଇନ୍ଦ୍ର; ଦେବରାଜ — Indra
- ସଂ. ବି (ବହୁବ୍ରୀହି; ଦୁର୍+ଚ୍ୟବନ) — [ଦ୍ର—ଇନ୍ଦ୍ର ଚ୍ୟବନ ମୁନିଙ୍କ ପ୍ରତି ବଜ୍ର ଉତ୍ତୋଳନ କରିବାରୁ ତାଙ୍କ ଅଭିଶାପରେ ଇନ୍ଦ୍ରଙ୍କ ହସ୍ତ ସ୍ତମ୍ଭିତ ହୋଇଥିଲା।]
- ସଂ. ବିଣ. ପୁଂ (ଦୁର୍+ଚ୍ୟୁ ଧାତୁ+କର୍ତ୍ତୃ. ଅନ) — ଯେ ସହଜରେ ବିଚଳିତ ହୁଏ ନାହିଁ — Which can be displaced with difficulty