ଦୁଶ୍ଚିତ୍ Duṡchit

  • ସଂ. ବି (ଦୁର୍+ଚିତ୍) — ଚିନ୍ତା; ଆଶଙ୍କା (ହି. ଶବ୍ଦସାଗର) — Anxiety
  • ସଂ. ବି (ଦୁର୍+ଚିତ୍) — କିଂକର୍ତ୍ତବ୍ଯବିମୂଢ଼ତା (ହି. ଶବ୍ଦସାଗର) — Perplexity