ଦୁଶ୍ଚିକିତ୍ସା Duṡchikitsā

  • ସଂ. ବି (କର୍ମଧା; ଦୁର୍+ଚିକିତ୍ସା) — ଆୟୁର୍ବେଦବିରୁଦ୍ଧ ଚିକିତ୍ସା — Treatment against the dictates and rules of the Āyurbeda
  • ସଂ. ବି (କର୍ମଧା; ଦୁର୍+ଚିକିତ୍ସା) — ନିନ୍ଦିତ ବା ମନ୍ଦ ଚିକିତ୍ସା — Bad or careless medical treatment
  • ସଂ. ବି (କର୍ମଧା; ଦୁର୍+ଚିକିତ୍ସା) — ଅନାଡ଼ି ବୈଦ୍ୟଙ୍କ ଦ୍ୱାରା ଚିକିତ୍ସା — Treatment by quacks; quackery