ଦୁଶ୍ଚର Duṡchara

  • ସଂ. ବିଣ. (ଦୁର୍+ଚର୍ ଧାତୁ+କର୍ମ. ଅ) — ଯେଉଁସ୍ଥାନରେ ଅତି କଷ୍ଟରେ ବିଚରଣ କରାଯାଏ; ଦୁର୍ଗମ — Impassable
  • ସଂ. ବିଣ. (ଦୁର୍+ଚର୍ ଧାତୁ+କର୍ମ. ଅ) — କୃଚ୍ଛ୍ର ସାଧ୍ୟ; ଯାହା ଆଚରଣ କରିବା କଠିନ; ଦୁଷ୍କର — Performable with difficulty
  • ସଂ. ବି — ଶାମୁକା (ପ୍ରକୃତିବାଦ) — Oyster-shell
  • ସଂ. ବି — ଭାଲୁ (ପ୍ରକୃତିବାଦ) — Bear