ଦୁଶିବା Duṡibā

  • ଦେ. କ୍ରି. (ସଂ. ଦୃଶ୍ ଧାତୁର କର୍ମବାଚ୍ୟ) — ଦେଖାଯିବା; ଦୃଷ୍ଟ ହେବା — To be seen
  • ଦେ. କ୍ରି. (ସଂ. ଦୃଶ୍ ଧାତୁର କର୍ମବାଚ୍ୟ) — ଦୃଷ୍ଟିଗୋଚର ହେବା — To appear