ଦୁଲ୍କିବା Dul-kibā
- ଦେ. କ୍ରି. — ବହୁଲୋକର ପଦାଘାତ ବା ବାଦ୍ୟ— ଦ୍ୱାରା ଦୁଲ୍ ଦୁଲ୍ କମ୍ପିବା — To resound or vibrate with the sound of many drums or many steps
- ଦେ. କ୍ରି. — (ମେଘ) ଦୁମୁକାଣି ବର୍ଷା ବର୍ଷିବା — To rain in torrents; to rain cats and dogs
- ଦେ. କ୍ରି. — ଘରବୁଡ଼ି ପାଣି ଆଣ୍ଠୁଏ ହେଲାଣି, କଣା ବୋଲେ ମେଘ ଦୁଲୁକୁଛି—ଢଗ।
- ଦେ. କ୍ରି. — (ଛାତି) ଭୟରେ ଥରିବା — (the heart) To palpitate through fear