ଦୁର୍ହୃଦ୍ Durhṛud
- ସଂ. ବି (ଦୁର୍=ମନ୍ଦ=ହୃଦ୍=ହୃଦୟ, ଯାହାର; ବହୁବ୍ରୀହି) — ଶତ୍ରୁ — Enemy
- ସଂ. ବି (ଦୁର୍=ମନ୍ଦ=ହୃଦ୍=ହୃଦୟ, ଯାହାର; ବହୁବ୍ରୀହି) — ଡକାଇ ଦ୍ୱିଜ ସ୍ୱସ୍ତି ବାଚନ କରାଅ ଦୁର୍ହୃଦଙ୍କୁ ପୀଡ଼ା ଦେବାପାଇଁ ଯାଅ। କୃଷ୍ଣସିଂହ. ମହାଭାରତ ସଭା।
- ସଂ. ବିଣ — ଦୁର୍ହୃଦୟ (ଦେଖ) — Durhṛudaya (See)