ଦୁର୍ମନ୍ତ୍ରଣା Durmantraṇā

  • ସଂ. ବି. (ଦୁର୍+ମନ୍ତ୍ରଣା, କର୍ମଧା) — କୁମନ୍ତ୍ରଣା; କୁପରାମର୍ଶ — Evil counsel; evil advice
  • ସଂ. ବି. (ଦୁର୍+ମନ୍ତ୍ରଣା, କର୍ମଧା) — ତୁମ୍ଭର ଦୁର୍ମନ୍ତ୍ରଣାବଳେ ହେ ନରେଶ ଏରୂପେ ହେଲା ଆସି ଯୁଦ୍ଧକାଳ ଶେଷ— କୃଷ୍ଣସିଂହ, ମହାଭାରତ. କର୍ଣ୍ଣ।