ଦୁର୍ମନାଃ Durmanāḥ
- ସଂ. ବିଣ. (ଦୁର୍+ମନସ; ଦୁର୍ମନ୍ସ୍; 1 ମା. 1 ବ.) — ଦୁର୍ଭାବନାଗ୍ରସ୍ତ; ଦୁଶ୍ଚିନ୍ତାଯୁକ୍ତ — Dispirited, having sad thoughts; distressed; dejected
- ସଂ. ବିଣ. (ଦୁର୍+ମନସ; ଦୁର୍ମନ୍ସ୍; 1 ମା. 1 ବ.) — ଚିନ୍ତିତ — Troubled in mind
- ସଂ. ବିଣ. (ଦୁର୍+ମନସ; ଦୁର୍ମନ୍ସ୍; 1 ମା. 1 ବ.) — ଦୁଃଖିତ — Saddened
- ସଂ. ବିଣ. (ଦୁର୍+ମନସ; ଦୁର୍ମନ୍ସ୍; 1 ମା. 1 ବ.) — ଉଦ୍ବିଗ୍ନ — Anxious; in a state of mental trouble; perturbed