ଦୁର୍ମତି Durmati

  • ସଂ. ବି. (ଦୁର୍+ମତି; କର୍ମଧା) — ଦୁର୍ବୁଦ୍ଧି; ମନ୍ଦ କାର୍ଯ୍ୟରେ ମତି — Evil propensity or disposition
  • ସଂ. ବି. (ଦୁର୍+ମତି; କର୍ମଧା) — ମନ୍ଦ ପ୍ରକୃତି — Evil nature
  • ସଂ. ବି. (ଦୁର୍+ମତି; କର୍ମଧା) — (ଜ୍ୟୋତିଷ) 60 ମାନୁଷ ବତ୍ସର ସମ୍ବଳିତ ବାର୍ହସ୍ପତ୍ୟ ସମ୍ବତ୍ସରର ପଞ୍ଚାପଞ୍ଚାଶତ୍ତମ ବର୍ଷ — (ଜ୍ୟୋତିଷ)60ମାନୁଷ ବତ୍ସର ସମ୍ବଳିତ ବାର୍ହସ୍ପତ୍ୟ ସମ୍ବତ୍ସରର ପଞ୍ଚାପଞ୍ଚାଶତ୍ତମ ବର୍ଷ— . Name of the 55th year of the cycle of Bṛuhaspati which covers 60 years of the earth
  • ସଂ. ବିଣ. — ଦୁର୍ବଦ୍ଧି — Evil-minded
  • ସଂ. ବିଣ. — ଦୁଷ୍ଟବୁଦ୍ଧି — Malignant; wicked
  • ସଂ. ବିଣ. — କୁମତିଶାଳୀ; ମନ୍ଦପ୍ରକୃତିବିଶିଷ୍ଟ — Ill-natured; ill-disposed
  • ସଂ. ବିଣ. — ମନ୍ଦ କାର୍ଯ୍ୟରେ ଏକଜିଦିଆ — Obstinate in evil