ଦୁର୍ଭେଡ୍ୟ Durbhedya
- ସଂ. ବିଣ. (ଦୁର୍+ଭିଦ୍ ଧାତୁ+ କର୍ମ. ଯ) — ଅଭେଦ୍ୟ — Impenatrable
- ସଂ. ବିଣ. (ଦୁର୍+ଭିଦ୍ ଧାତୁ+ କର୍ମ. ଯ) — ଯାହା ଅତି କଷ୍ଟରେ ଭେଦ କରାଯାଇ ପାରେ — Penetrable with difficulty
- ସଂ. ବିଣ. (ଦୁର୍+ଭିଦ୍ ଧାତୁ+ କର୍ମ. ଯ) — ଅତି କଠିନ — Very hard or tough
- ସଂ. ବିଣ. (ଦୁର୍+ଭିଦ୍ ଧାତୁ+ କର୍ମ. ଯ) — ଦୁର୍ଗମ — Impassable
- ସଂ. ବିଣ. (ଦୁର୍+ଭିଦ୍ ଧାତୁ+ କର୍ମ. ଯ) — ଅଜ୍ଞେୟ — Incomprehensible