ଦୁର୍ବ୍ୱିଧ Durbbidha

  • ସଂ. ବିଣ. ପୁଂ (ବହୁବ୍ରୀହି; ଦୁର୍=ମନ୍ଦ+ବିଧ=ଆଚରଣ; ପ୍ରକାର) — ଅସଦାଚରଣ; ଦୁଷ୍ଟ — Wicked
  • ସଂ. ବିଣ. ପୁଂ (ବହୁବ୍ରୀହି; ଦୁର୍=ମନ୍ଦ+ବିଧ=ଆଚରଣ; ପ୍ରକାର) — ଅସତ୍ — Immoral
  • ସଂ. ବିଣ. ପୁଂ (ବହୁବ୍ରୀହି; ଦୁର୍=ମନ୍ଦ+ବିଧ=ଆଚରଣ; ପ୍ରକାର) — ଦରିଦ୍ର — Poor
  • ସଂ. ବିଣ. ପୁଂ (ବହୁବ୍ରୀହି; ଦୁର୍=ମନ୍ଦ+ବିଧ=ଆଚରଣ; ପ୍ରକାର) — ମୂର୍ଖ — Illiterate