ଦୁର୍ବ୍ୱାସା Durbbāsā

  • ସଂ. ବିଣ. (ବହୁବ୍ରୀହି; ଦୁର୍+ବାସସ୍; 1 ମା. 1 ବ) — କୁତ୍ସିତ ବସ୍ତ୍ରଧାରୀ — Wearing dirty clothes; ill-clad; wearing rags or ugly clothes
  • ସଂ. ବି — ଅନସୂୟାଙ୍କ ଗର୍ଭରେ ଶଙ୍କରଙ୍କ ଅଂଶଜାତ ଅତ୍ରିମୁନିଙ୍କ ପୁତ୍ର ମହାକ୍ରୋଧୀ ଋଷିବିଶେଷ — Name of an irascible sage; son of Atri
  • ସଂ. ବି — [ଦ୍ର—ସ୍ୱଭାବତଃ କ୍ରୋଧୀ ବ୍ଯକ୍ତିଙ୍କୁ ଦୁର୍ବାସାଙ୍କ ସଙ୍ଗେ ତୁଳନା କରାଯାଏ।]