ଦୁର୍ବ୍ୱାଷ୍ଟମୀ Dūrbbāshṭamī
- ସଂ. ବି — ଭାଦ୍ର ମାସ ଶୁକ୍ଳାଷ୍ଟମୀ; ରାଧାଷ୍ଟମୀ — The eight day of the bright fortnight of the month of Bhādra
- ସଂ. ବି — [ଦ୍ର—ଯେଉଁ ସ୍ତ୍ରୀ ଏ ବ୍ରତ ପାଳନ କରନ୍ତି ତାହାଙ୍କର ସାତ ପୁରୁଷ ପର୍ଯ୍ୟନ୍ତ ସନ୍ତତିମାନେ ଦୁବଘାସ ଭଳି ମାଡ଼ି ଯାଆନ୍ତି, ଏ ପ୍ରବାଦ ଏ ଦେଶରେ ପ୍ରଚଳିତ ଅଛି।]