ଦୁର୍ବ୍ୱହ Durbbaha

  • ସଂ. ବିଣ. (ଦୁର୍+ବହ୍ ଧାତୁ+କର୍ମ. ଅ) — ଯାହା ସହଜରେ ବହନ କରାଯାଇ ନ ପାରେ — Unbearable; difficult to be borne
  • ସଂ. ବିଣ. (ଦୁର୍+ବହ୍ ଧାତୁ+କର୍ମ. ଅ) — ଅତ୍ୟନ୍ତ ଭାରୀ — Too heavy to bear