ଦୁର୍ବ୍ୟବହାର Durbyabahāra

  • ସଂ. ବି. (କର୍ମଧା; ଦୁର୍+ବ୍ଯବହାର) — ମନ୍ଦ ବ୍ଯବହାର — Bad ment
  • ସଂ. ବି. (କର୍ମଧା; ଦୁର୍+ବ୍ଯବହାର) — ଦୁଷ୍ଟ ଆଚରଣ — Evil conduct
  • ସଂ. ବି. (କର୍ମଧା; ଦୁର୍+ବ୍ଯବହାର) — (ହିନ୍ଦୁସ୍ମୃତି) ଯେଉଁ ମକଦମାର ମୀମୀଂସା ଉତ୍କୋଚଦାନ, ଆଦଉତି ଆଦି କାରଣରୁ ଅନ୍ଯାୟ ହୋଇଅଛି (ହି ଶବ୍ଦସାଗର) — (Hindu Law) A case or suit, the decision of which is not just on account of the use of unfair means etc