ଦୁର୍ବ୍ରତ Durbrata
- ସଂ. ବି. (କର୍ମଧା; ଦୁର୍+ବ୍ରତ) — ମନ୍ଦ ମନୋରଥ — Evil wish
- ସଂ. ବି. (କର୍ମଧା; ଦୁର୍+ବ୍ରତ) — ନୀଚ ମନୋରଥ — Bad intention
- ସଂ. ବି. (କର୍ମଧା; ଦୁର୍+ବ୍ରତ) — ମନ୍ଦ ବ୍ରତ — A bad religious vow
- ଦେ. ବିଣ. ପୁଂ. — ଯେ ମନ୍ଦ ବ୍ରତ ପାଳନ କରିଅଛି — One who has taken a religious vow to secure an evil object
- ଦେ. ବିଣ. ପୁଂ. — ନୀଚାଶୟ — Evil-intentioned