ଦୁର୍ବୋଧ୍ୟ Durbodhya

  • ସଂ. ବିଣ. (ଦୁର୍+ବୋଧ୍ୟ) — ଦୁର୍ଜ୍ଞେୟ — Incomprehensible; unknowable; difficult; to know
  • ସଂ. ବିଣ. (ଦୁର୍+ବୋଧ୍ୟ) — ଯାହା ସହଜରେ ବୁଝାଯାଇ ପାରେ ନାହିଁ — Not easy to understand
  • ସଂ. ବିଣ. (ଦୁର୍+ବୋଧ୍ୟ) — [ଦ୍ର—ଦୁର୍ବୋଧ୍ୟତା ଦୋଷ ରଚନାର ଗୋଟିଏ ଦୋଷ।]