ଦୁର୍ବୃତ୍ତ Durbṛutta
- ସଂ. ବିଣ. (ବହୁବ୍ରୀହି; ଦୁର୍+ବୃତ୍ତ=ଚରିତ୍ର) — ଦୁଶ୍ଚରିତ୍ର — Immoral
- ସଂ. ବିଣ. (ବହୁବ୍ରୀହି; ଦୁର୍+ବୃତ୍ତ=ଚରିତ୍ର) — ଦୁର୍ଜନ; ଦୁରନ୍ତ — Wicked; roguish
- ସଂ. ବିଣ. (ବହୁବ୍ରୀହି; ଦୁର୍+ବୃତ୍ତ=ଚରିତ୍ର) — ଦୁର୍ଦ୍ଦାନ୍ତ — Ungovernable; unruly; unmanageable
- ସଂ. ବିଣ. (ବହୁବ୍ରୀହି; ଦୁର୍+ବୃତ୍ତ=ଚରିତ୍ର) — ଧୂର୍ତ୍ତି — Deceptive; fraudulent
- ସଂ. ବିଣ. (ବହୁବ୍ରୀହି; ଦୁର୍+ବୃତ୍ତ=ଚରିତ୍ର) — ଅବାଧ୍ୟ — Disobedient
- ସଂ. ବିଣ. (ବହୁବ୍ରୀହି; ଦୁର୍+ବୃତ୍ତ=ଚରିତ୍ର) — ଉଦ୍ଧତ — Furious; riotous
- ସଂ. ବି. — ଠକ — A cheat
- ସଂ. ବି. — ଦୁରନ୍ତଲୋକ; ପାଜୀ — A rogue