ଦୁର୍ବୁର୍ଦ୍ଧି Durbuddhi
- ସଂ. ବି (କର୍ମଧା; ଦୁର୍+ବୁଦ୍ଧି) — ମନ୍ଦବୁଦ୍ଧି — Evil intention; evil-mindedness
- ସଂ. ବି (କର୍ମଧା; ଦୁର୍+ବୁଦ୍ଧି) — ଦୁଷ୍ଟତା — Wickedness; wantonness
- ସଂ. ବି (କର୍ମଧା; ଦୁର୍+ବୁଦ୍ଧି) — ମନ୍ଦ ବିଷୟରେ ଏକଜିଦି — Obstinacy in evil matters
- ସଂ. ବି (କର୍ମଧା; ଦୁର୍+ବୁଦ୍ଧି) — ନିର୍ବୋଧତା; ମୂର୍ଖତା — Stupidity; folly
- ସଂ. ବିଣ. (ବହୁବ୍ରୀହି) — ମନ୍ଦକର୍ମରେ ଏକଜିଦିଆ — Obstinate in evil affairs
- ସଂ. ବିଣ. (ବହୁବ୍ରୀହି) — ଖଳ; ଦୁଷ୍ଟ — Wicked; wanton
- ସଂ. ବିଣ. (ବହୁବ୍ରୀହି) — ମୂର୍ଖ; ନିର୍ବୋଧ — Stupid; silly
- ସଂ. ବିଣ. (ବହୁବ୍ରୀହି) — ଅସଦ୍ବୁଦ୍ଧି ବିଶିଷ୍ଟ — Evil-intentioned