ଦୁର୍ବିପାକ Durbipāka

  • ସଂ. ବି. (କର୍ମଧା; ଦୁର୍+ବିପାକ) — ଦୁର୍ଘଟନା — Mishap
  • ସଂ. ବି. (କର୍ମଧା; ଦୁର୍+ବିପାକ) — ମନ୍ଦଫଳ — Bad result; evil issue
  • ସଂ. ବିଣ. (ବହୁବ୍ରୀହି) — ପରିଣାମଦାରୁଣ — Horrible in the end