ଦୁର୍ବାଦ Durbād

  • ସଂ. ବି. (କର୍ମଧା; ଦୁର୍+ବାଦ) — ଦୁର୍ବାକ୍ୟ (ଦେଖ) — Durbākya (See)
  • ସଂ. ବି. (କର୍ମଧା; ଦୁର୍+ବାଦ) — ନିନ୍ଦା — Blame
  • ସଂ. ବି. (କର୍ମଧା; ଦୁର୍+ବାଦ) — ଭର୍ତ୍ସନା — Reproach
  • ସଂ. ବିଣ. (ବହୁବ୍ରୀହି) — କଟୁଭାଷୀ — Using harsh words