ଦୁର୍ପଳା Dur-paḻā

  • ଦେ. ଅ. (ସଂ. ଦୂର୍+ପଳାୟନ) — ଏଠାରୁ ପଳାଇ ଯା — Be off
  • ଦେ. ଅ. (ସଂ. ଦୂର୍+ପଳାୟନ) — ମୋ ଜୁଜୁଟି କରି ଦୁଷ୍ଟ, କହୁଣି ମାରିବ ରୁଟୁ ରୁଟୁ ଦୂରପଳା। କାହାଣୀଗୀତ।