ଦୁର୍ଦ୍ଧୀ Durddhi

  • ସଂ. ବି.—(ଦୁର୍+ଧୀ=ବୁଦ୍ଧି) — ଦୁର୍ବୁଦ୍ଧି; ମନ୍ଦ ବୁଦ୍ଧି — Evilmindedness; bad disposition
  • ସଂ. ବିଣ. (ବହୁବ୍ରୀହି) — ମନ୍ଦବୁଦ୍ଧି ଯୁକ୍ତ — Of bad disposition