ଦୁର୍ଦ୍ଧର Durddhara

  • ସଂ. ବିଣ.—(ଦୁର+ଧୃ ଧାତୁ+କର୍ମ. ଅ) 1 । ଯାହା ଧରି ରଖିବା କଷ୍ଟକର —1. Difficult to hold. 2 । ଦୁଃସହ; ଅସହ୍ୟ —2. Unbearable. 3 । ଦୁର୍ଗମ —3. Impassable. 4 । ଦୁର୍ଦ୍ଦାନ୍ତ —4. Wicked. 5 । ଦୁର୍ଦ୍ଦମ୍ୟ —5. Indomitable; uncontrollable; unassailable. ଯାହା ଧରି ରଖିବା କଷ୍ଟକର — Difficult to hold
  • ସଂ. ବିଣ.—(ଦୁର+ଧୃ ଧାତୁ+କର୍ମ. ଅ) 1 । ଯାହା ଧରି ରଖିବା କଷ୍ଟକର —1. Difficult to hold. 2 । ଦୁଃସହ; ଅସହ୍ୟ —2. Unbearable. 3 । ଦୁର୍ଗମ —3. Impassable. 4 । ଦୁର୍ଦ୍ଦାନ୍ତ —4. Wicked. 5 । ଦୁର୍ଦ୍ଦମ୍ୟ —5. Indomitable; uncontrollable; unassailable. ଦୁଃସହ; ଅସହ୍ୟ — Unbearable
  • ସଂ. ବିଣ.—(ଦୁର+ଧୃ ଧାତୁ+କର୍ମ. ଅ) 1 । ଯାହା ଧରି ରଖିବା କଷ୍ଟକର —1. Difficult to hold. 2 । ଦୁଃସହ; ଅସହ୍ୟ —2. Unbearable. 3 । ଦୁର୍ଗମ —3. Impassable. 4 । ଦୁର୍ଦ୍ଦାନ୍ତ —4. Wicked. 5 । ଦୁର୍ଦ୍ଦମ୍ୟ —5. Indomitable; uncontrollable; unassailable. ଦୁର୍ଗମ — Impassable
  • ସଂ. ବିଣ.—(ଦୁର+ଧୃ ଧାତୁ+କର୍ମ. ଅ) 1 । ଯାହା ଧରି ରଖିବା କଷ୍ଟକର —1. Difficult to hold. 2 । ଦୁଃସହ; ଅସହ୍ୟ —2. Unbearable. 3 । ଦୁର୍ଗମ —3. Impassable. 4 । ଦୁର୍ଦ୍ଦାନ୍ତ —4. Wicked. 5 । ଦୁର୍ଦ୍ଦମ୍ୟ —5. Indomitable; uncontrollable; unassailable. ଦୁର୍ଦ୍ଦାନ୍ତ — Wicked
  • ସଂ. ବିଣ.—(ଦୁର+ଧୃ ଧାତୁ+କର୍ମ. ଅ) 1 । ଯାହା ଧରି ରଖିବା କଷ୍ଟକର —1. Difficult to hold. 2 । ଦୁଃସହ; ଅସହ୍ୟ —2. Unbearable. 3 । ଦୁର୍ଗମ —3. Impassable. 4 । ଦୁର୍ଦ୍ଦାନ୍ତ —4. Wicked. 5 । ଦୁର୍ଦ୍ଦମ୍ୟ —5. Indomitable; uncontrollable; unassailable. ଦୁର୍ଦ୍ଦମ୍ୟ — Indomitable; uncontrollable; unassailable
  • ସଂ. ବି — ହିନ୍ଦୁ ପୁରାଣୋକ୍ତ 64 ନରକର ଏକତମ; ନରକ ବିଶେଷ — ହିନ୍ଦୁ ପୁରାଣୋକ୍ତ64ନରକର ଏକତମ; ନରକ ବିଶେଷ—1. Name of one of the 64 hells described in the Purāṇas
  • ସଂ. ବି — ପାରଦ — Quicksilver
  • ସଂ. ବି — ଭଲ୍ଲାତକ; ଭାଲିଆ — The marking nut; Semicarpus Anacardium
  • ସଂ. ବି — ମହିଷାସୁରର ସେନାପତି; ରାକ୍ଷସବିଶେଷ — Name of a general under the demon Mahishhāsura