ଦୁର୍ଦ୍ଧର୍ଷ Durddharasha
- ସଂ. ବିଣ (ଦୁର୍+ଧୃଷ୍ ଧାତୁ=ପରାଜୟ କରିବା+କର୍ମ. ଅ) — ଅପରାଜେୟ — Difficult to over come; invincible; undaunted
- ସଂ. ବିଣ (ଦୁର୍+ଧୃଷ୍ ଧାତୁ=ପରାଜୟ କରିବା+କର୍ମ. ଅ) — ପ୍ରବଳପରାକ୍ରାନ୍ତ — Indomitable; mighty
- ସଂ. ବିଣ (ଦୁର୍+ଧୃଷ୍ ଧାତୁ=ପରାଜୟ କରିବା+କର୍ମ. ଅ) — ଅସହନୀୟ; ଯାହାର ତେଜୋବୀର୍ଯ୍ଯାଦି ଅସହ୍ୟ — Unbearable
- ସଂ. ବିଣ (ଦୁର୍+ଧୃଷ୍ ଧାତୁ=ପରାଜୟ କରିବା+କର୍ମ. ଅ) — ଅସୀମ ସାହସିକ — Daring; foolhardy