ଦୁର୍ଦ୍ଦିନ Durddina
- ସଂ. ବି (କର୍ମଧା; ଦୁର୍+ଦିନ) — ମେଘାଚ୍ଛନ୍ନ ଦିବସ — Cloudy day; dull or rainy day
- ସଂ. ବି (କର୍ମଧା; ଦୁର୍+ଦିନ) — ମେଘୁଆପାଗ — Cloudy weather
- ସଂ. ବି (କର୍ମଧା; ଦୁର୍+ଦିନ) — ବର୍ଷା ସମୟ — Rainy weather
- ସଂ. ବି (କର୍ମଧା; ଦୁର୍+ଦିନ) — ଦୁଃସମୟ — Time of misery; evil days
- ସଂ. ବି (କର୍ମଧା; ଦୁର୍+ଦିନ) — ବିପଦ ସମୟ — Calamitous time